4 Days Is Enough To Destroyed Evidence| Odisha Reporter

4 Days Is Enough To Destroyed Evidence| Odisha Reporter

ପୁଲିସ ଉପରୁ ଉଠିଗଲାଣି ଭରସା। ନ୍ୟାୟ ପାଇବା ଆଶାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ମୃତ ସୌମ୍ୟଙ୍କ ଭାଇ। ସିଧାସଳଖ କହିଲେ, ପୁଲିସ ଲୁଚାଉଛି ନିଜର ଦୋଷ-ତୃଟି। ସୌମ୍ୟଙ୍କ ମୃତ୍ୟୁ ପରେ ଦୀର୍ଘ 4ଦିନ ଧରି ଘରର ଚାପି ଥିଲା ବନ ବିଭାଗ ପାଖରେ। ପ୍ରମାଣ ନଷ୍ଟ କରିବାକୁ 4 ଦିନ ହିଁ ଯଥେଷ୍ଟ।Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

odisha newslatest odia newsodia breaking news

Post a Comment

0 Comments